ପାଲି ଧମ୍ମପଦ (୬୪) ର ଓଡ଼ିଆ ପଦ୍ୟାନୁବାଦ
୫ ବାଳବଗ୍ଗୋ (ବାଳ ବର୍ଗ)
![]() |
ବୁଦ୍ଧଙ୍କର ମହାପ୍ରୟାଣର ସ୍ଥାନ କୁଶୀନଗର ଠାରେ ସ୍ଥାପିତ ବୌଦ୍ଧ ସ୍ତୁପ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆକମନ୍ସ୍ |
ଯଦି ମୂର୍ଖ ଜନ କେହି ଜନ୍ମରୁ ମରଣ
ପର୍ଯ୍ୟନ୍ତ ପଣ୍ଡିତ ଲୋକେ କରେ ଉପାସନ ।
ଡଙ୍କି ଯେପରି ଝୋଳର ରସ ନ ଚାଖଇ
ସେହିପରି ବାଳଜନ ଧର୍ମ ନ ଜାଣଇ ।୫।
ଯାବଜୀବମ୍ପି ଚେ ବାଳୋ ପଣ୍ଡିତଂ ପୟିରୁପାସତି ।
ନ ସୋ ଧମ୍ମଂ ବିଜାନାତି ଦବ୍ବୀ ସୂପରସଂ ଯଥା ।୫।
ଯାବଜ୍ଜୀବମପି ଚେତ୍ ବାଳଃ ପଣ୍ଡିତଂ ପର୍ଯ୍ୟୂପାସ୍ତେ ।
ନ ସଃ ଧର୍ମ୍ମଂ ବିଜାନାତି ଦର୍ବ୍ୱୀ ସୂପରସଂ ୟଥା ।୫।
No comments:
Post a Comment