Thursday, March 31, 2016

କଟକର ଲୋକଗୀତ - ଫୁଲ ବଉଳବେଣୀ


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

କୁଆଁର ପୁନେଇ ଜହ୍ନ ଗୋ ଫୁଲ ବଉଳବେଣୀ ।
କୃଷ୍ଣ ଯେତେବେଳେ ମଥୁରାକୁ ଗଲେ  
କାନ୍ଦିଲେ ଯଶୋଦାରାଣୀ ଗୋ
ଫୁଲ ବଉଳବେଣୀ ।।

କରମଙ୍ଗା ଗଛ ଛାଇଲୋ ଫୁଲ ବଉଳବେଣୀ ।
କୃଷ୍ଣ ଯେତେବେଳେ ବନସ୍ତକୁ ଗଲେ 
ସଙ୍ଗେ ଥିଲେ ବଡ଼ ଭାଇ ଗୋ 
ଫୁଲ ବଉଳବେଣୀ ।।

କୁଆଁର ପୁନେଇ ଜହ୍ନ ଗୋ ଫୁଲ ବଉଳବେଣୀ ।
କୁଆଁରୀମାନେ ଯେ ପୁଚି ଖେଳୁଛନ୍ତି 
ଝୁଣ୍ଟିଆ ଶବଦ ଶୁଣ ଗୋ
ଫୁଲ ବଉଳ ବେଣୀ ।।

କଇଁଫୁଲ ଗୋଟି ଗୋଟି ଗୋ ଫୁଲ ବଉଳବେଣୀ । 
ରାଧା ଯେତେବେଳେ ଦୋଳି ଖେଳୁଥିଲେ 
ବେଣୀ ଯାଉଥିଲା ଲୋଟି ଗୋ
ଫୁଲ ବଉଳବେଣୀ ।।

ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ପ୍ରସନ୍ନ କୁମାର ମିଶ୍ରଙ୍କ ଦ୍ୱାରା ସମ୍ପାଦିତ ଓ  କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ସଙ୍କଳନ 'ଓଡ଼ିଆ ଲୋକଗୀତ' (ଭୁବନେଶ୍ୱର, ୨୦୧୩; ପ୍ରଥମ ପ୍ରକାଶ ୧୯୯୪) ରୁ ଆହୃତ ।

ଗୁଲଜାର୍ ଙ୍କ କବିତା  - 'କବିତା' 


ଅନୁବାଦ - ଭରଦ୍ୱାଜ ପଣ୍ଡା (ଜୁଲୁ)



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

କ୍ଷଣେ କ୍ଷଣେ ବସିଥିବା କବିତାକୁ
ପ୍ରଜାପତି ଜାଲରେ ବାନ୍ଧିଦବା ଓ
କବିତାର ପରକାଟି 
ତାକୁ ଆଲବମ୍ ରେ ପିନ୍ କରିବା
ପାପ ନୁହେଁ ତ ଆଉ କଅଣ ?

କାଗଜରେ ପଡ଼ି କବିତା ସ୍ଥାଣୁ ହୋଇଯାଏ ।
କବିତାର ରଙ୍ଗ ଆଙ୍ଗୁଳିରେ ଲାଗିଥାଏ ।

ଜହ୍ନିଫୁଲ ଠୋ ଠା 


ଡକ୍ଟର୍ କୁଞ୍ଜବିହାରୀ ଦାଶଙ୍କ ସଙ୍ଗ୍ରହରୁ


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଜହ୍ନିଫୁଲ ଠୋ ଠା
ଯେ ନ ଦେବ ତାର ପିଲାର 
ନାକଟା ଖଣ୍ଡିଆ ଟା ।

ଦାଣ୍ଡଆଡ଼େ ବଗ 
ବାଡ଼ିଆଡ଼େ ବଗ 
ଡୁଙ୍ଗେଇ ମୂଷା କହିଯାଇଛି 
ଚାଉଳ ପୁଞ୍ଜେ ଦେବ ।

ଜହ୍ନିଫୁଲେ ଲୋ ପୂଜିଲି ତୋତେ 
କି ବର ମାଗୁଛି ଦେବୁଟି ମୋତେ ।

କାକୁଡ଼ି ଫୁଲେ ଲୋ ପୂଜିଲି ତୋତେ 
କି ବର ମାଗୁଛି ଦେବୁଟି ମୋତେ ।

କନ୍ୟାରିଫୁଲେ ଲୋ ପୂଜିଲି ତୋତେ 
କି ବର ମାଗୁଛି ଦେବୁଟି ମୋତେ ।

କଖାରୁଫୁଲେ ଲୋ ପୂଜିଲି ତୋତେ 
କି ବର ମାଗୁଛି ଦେବୁଟି ମୋତେ ।

(ଗଞ୍ଜାମ ଅଞ୍ଚଳର)
ପ୍ରସନ୍ନ କୁମାର ମିଶ୍ରଙ୍କ ଦ୍ୱାରା ସମ୍ପାଦିତ ଓ  କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ସଙ୍କଳନ 'ଓଡ଼ିଆ ଲୋକଗୀତ' (ଭୁବନେଶ୍ୱର, ୨୦୧୩; ପ୍ରଥମ ପ୍ରକାଶ ୧୯୯୪) ରୁ ଆହୃତ ।

Wednesday, March 30, 2016

ଜଗନ୍ନାଥ ଭଜନ - ତୁମ୍ଭ ଶୁଣିବାକୁ ମୋହ କହିବାକୁ 


କବି - ନିତ୍ୟାନନ୍ଦ ଦାସ 


ଭଜନର ୟୁଟ୍ୟୁବ୍ - ଲିଙ୍କ୍ - https://www.youtube.com/watch?v=hIGvCdy_VsI


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 











Tuesday, March 29, 2016

ଜଗନ୍ନାଥ ଭଜନ - ଚାଲ ଦେଖିବା ସଜନୀ


ଗାୟକ - ପ୍ରଫୁଲ୍ଲ କର 


ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=H6_DDBV6f1Y



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 



ଜଗନ୍ନାଥ ଭଜନ - ତୁମ୍ଭ ପରା ପ୍ରଭୁ ଥାଉଁ ଥାଉଁ ମୁଁ ଯେ 


କବି - ନିତ୍ୟାନନ୍ଦ ଦାସ


ଗାୟକ - ନିମାଇଁଚରଣ ହରିଚନ୍ଦନ 


ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=kmwXNlSW7LA


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 












Monday, March 28, 2016

ଜଗନ୍ନାଥ ଭଜନ - ମଣିମା ଶୁଣିମା ହେଉ ଗରିବ ଡାକ 


କବି - ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା 


ଗାୟକ - ପ୍ରଣବକିଶୋର ପଟ୍ଟନାୟକ 


ସଙ୍ଗୀତ - ବାଳକୃଷ୍ଣ ଦାସ 

ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=fFuzw-lVdsg


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 




ଜଗନ୍ନାଥ ଭଜନ - ବାଧିଲା ଜାଣି କ୍ଷମା 


କବି - ବଳଦେବ ରଥ 


ଗାୟକ - ପ୍ରଫୁଲ୍ଲ କର 


ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=HlaVLecKiLI


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 











Sunday, March 27, 2016

ଜଗନ୍ନାଥ ଭଜନ - ପତିତଜନଙ୍କୁ ଉଦ୍ଧାରିବା ପାଇଁ


କବି - ନିତ୍ୟାନନ୍ଦ ଦାସ 

ଗାୟକ - ନିମାଇଁ ଚରଣ ହରିଚନ୍ଦନ  

ଭଜନର  ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=mB6vjUNO0IM


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 












Saturday, March 26, 2016

ଜଗନ୍ନାଥ ଭଜନ - କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ 


କବି - ସାଲବେଗ 


ଗାୟକ - ଅକ୍ଷୟ ମହାନ୍ତି 


ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=NlatVl8IOfo


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 





ଜଗନ୍ନାଥ ଭଜନ - ଜଗବନ୍ଧୁ ପରି ଜଣେ ସାମନ୍ତ 


କବି - ଦୀନକୃଷ୍ଣ ଦାସ 


ଗାୟକ - ଭିକାରୀ ବଳ 


ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=5twqhYBn0yg







Friday, March 25, 2016

ଜଗନ୍ନାଥ ଭଜନ - ଭୁଜତଳେ ମୋତେ ରଖ ମହାବାହୁ


କବି - ବୀରକେଶରୀ ଦେବ 


ଗାୟକ - ପ୍ରଫୁଲ୍ଲ କର 


ଭଜନର ୟୁଟ୍ୟୁବ୍ ଲିଙ୍କ୍ -https://www.youtube.com/watch?v=BsUZ_KhhJRQ



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 







Thursday, March 24, 2016

ଜଗନ୍ନାଥ ଭଜନ - ମେଘ ମାଳାକୁ ନିନ୍ଦେ କଳାକୁ 


କବି - ହୃଦାନନ୍ଦ ଦାସ 


ଗାୟକ - ସୁବାସ ଦାଶ 


ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=VguViE37Im4



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 






ଜଗନ୍ନାଥ ଭଜନ - ନ ଗଲୁ ମନ କ୍ଷେତ୍ରସ୍ଥଳକୁ 


କବି - ଭିକାରୀ 


ଗାୟକ - ଭିକାରୀ ବଳ 


ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=p5O_IoHgqCY


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 











Wednesday, March 23, 2016

ଜଗନ୍ନାଥ ଭଜନ - ଜଗବନ୍ଧୁ ଅଙ୍କେ ରତନ ପଲଙ୍କେ


କବି - ଦୀନକୃଷ୍ଣ ଦାସ


ଗାୟକ - ସୁବାସ ଦାଶ 


ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=eU5F5hLj2Y4


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 





ଜଗନ୍ନାଥ ଭଜନ - ଜଗନ୍ନାଥ କଲେ ଯା ଅନାଥ 


କବି - ବୀରକେଶରୀ ଦେବ


ଗାୟକ - ବିଜୟ କୁମାର ଜେନା 


ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=Zw3fm6wylRU







Tuesday, March 22, 2016

ଜଗନ୍ନାଥ ଭଜନ - କାହିଁପାଇଁ ଚକାଡ଼ୋଳା 


କବି - ସାଲବେଗ 


ଗାୟକ - ଶ୍ୟାମାମଣୀ ଦେବୀ 


ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=UqWfWgQYdJk



ବୃନ୍ଦାବନର ମଦନମୋହନ ମନ୍ଦିର
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 




ଜଗନ୍ନାଥ ଭଜନ - କାଳିଆ କାହ୍ନୁ ଆଉ ବିଳମ୍ବ କର କାହିଁକି 


କବି - ଗୌରଚରଣ ଅଧିକାରୀ 


ଗାୟକ - ବାଳକୃଷ୍ଣ ଦାସ 


ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=X03n1diCRJE


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍