Living in Bhubaneswar

Tuesday, March 15, 2016

ଜଗନ୍ନାଥ ଭଜନ - କାହିଁକି ମୋ ଠାରେ ହେଳା 


କବି - ଅଭିରାମ ପରମହଂସ ଦେବ 


ଗାୟକ - ଭିକାରୀ ବଳ


ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=_ZiGdeEI6DE


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

କାହିଁକି ମୋ ଠାରେ ହେଳା ହେ, ଚକାଡ଼ୋଳା
ଡାକିଲେ ନ ଶୁଣ କିଞ୍ଚିତେ,
ଡାକି ଡାକି ଶୁଖି ଗଲାଣି ଗଳା ହେ ।

ଯେତେ ଡାକିଲି ମୁହିଁ. ଡାକ ଶୁଭିଲା ନାହିଁ ।
ନ ଶୁଣିଲ ନନ୍ଦବଳା !
ହୃଦୟ ଏଡ଼େ ଦାରୁଣ ନ ଶୁଣୁଛ ନାରାୟଣ !
ହୃଦେ ଧରି ବନମାଳା ହେ ।୧।

ହୃଦୟ ଏଡ଼େ ନିଷ୍ଠୁର ନ ଶୁଣ ରଙ୍ଗା ଅଧର 
କେଣେ କର ଖେଳା ଲୀଳା ହେ ।
କହେ ଅଭିରାମ ବାଇ ନ ଶୁଣ ହେ ଭାବଗ୍ରାହୀ
ଭାସି ଯାଉଛି ପାଗଳା ହେ ।୨।
Posted by livinginbhubaneswar at 09:06
Email ThisBlogThis!Share to XShare to FacebookShare to Pinterest
Labels: ପ୍ରାକ-ବ୍ରିଟିଶ ଓଡ଼ିଆ ସାହିତ୍ୟ

No comments:

Post a Comment

Newer Post Older Post Home
Subscribe to: Post Comments (Atom)

About Me

My photo
livinginbhubaneswar
"Living in Bhubaneswar' (LIB) is a blog run by 'Centre for Human Sciences Bhubaneswar' (CHSB), a Trust. The Centre's aims include archiving the socio-cultural heritage of Odisha. "Living in Bhubaneswar" is a part of CHSB's work on contributing towards developing digital interfaces for Odia language. LIB covers topics related to the human sciences, the spiritual heritage of Odisha and India, Odia books, Odia food cultures, quotidian life in Odisha's cities, Odia popular culture, contemporary history of Odisha, and everything in between. Stay tuned.
View my complete profile

Labels

  • ଅନୁବାଦ ସାହିତ୍ୟ (213)
  • ଆଧ୍ୟାତ୍ମିକ ସାହିତ୍ୟ (203)
  • ପ୍ରବନ୍ଧ ସାହିତ୍ୟ (198)
  • ଖାଦ୍ୟ ସଂସ୍କୃତି (119)
  • ପ୍ରାକ-ବ୍ରିଟିଶ ଓଡ଼ିଆ ସାହିତ୍ୟ (119)
  • ଲୋକ ଗୀତ ଓ ଢଗଢମାଳୀ (119)
  • ଆଧୁନିକ ଓଡ଼ିଆ ସାହିତ୍ୟ (114)
  • ଗୀତ ଓ କବିତା (89)
  • ସିନେମା ଓ ଆଧୁନିକ ଗୀତ (83)
  • ଶିଶୁ ସାହିତ୍ୟ (61)
  • ଓଡ଼ିଶାର ଇତିହାସ (57)
  • ପିଲାଙ୍କ ପାଠ (35)
  • ନାନାଦି (18)
  • ଫଟୋ ଫିଚର (16)
  • ସମୀକ୍ଷା (11)
  • ଭଜନ (8)
  • ଗୀତ ଓ ଢଗଢମାଳୀ (6)
  • ପାରମ୍ପରିକ ଓଡ଼ିଶୀ ସଙ୍ଗୀତ (5)

Blog Archive

  • ►  2020 (20)
    • ►  October (1)
    • ►  September (1)
    • ►  August (1)
    • ►  July (4)
    • ►  June (2)
    • ►  May (1)
    • ►  April (2)
    • ►  March (4)
    • ►  February (2)
    • ►  January (2)
  • ►  2019 (65)
    • ►  December (2)
    • ►  November (2)
    • ►  October (2)
    • ►  September (2)
    • ►  August (2)
    • ►  July (5)
    • ►  June (4)
    • ►  May (5)
    • ►  April (5)
    • ►  March (8)
    • ►  February (15)
    • ►  January (13)
  • ►  2018 (180)
    • ►  December (11)
    • ►  November (10)
    • ►  October (13)
    • ►  September (11)
    • ►  August (17)
    • ►  July (17)
    • ►  June (15)
    • ►  May (16)
    • ►  April (15)
    • ►  March (17)
    • ►  February (15)
    • ►  January (23)
  • ►  2017 (472)
    • ►  December (17)
    • ►  November (15)
    • ►  October (16)
    • ►  September (34)
    • ►  August (62)
    • ►  July (45)
    • ►  June (40)
    • ►  May (49)
    • ►  April (44)
    • ►  March (50)
    • ►  February (32)
    • ►  January (68)
  • ▼  2016 (513)
    • ►  December (48)
    • ►  November (55)
    • ►  October (44)
    • ►  September (46)
    • ►  August (51)
    • ►  July (46)
    • ►  June (21)
    • ►  May (55)
    • ►  April (55)
    • ▼  March (46)
      • କଟକର ଲୋକଗୀତ - ଫୁଲ ବଉଳବେଣୀ ଫଟୋ କ୍ରେଡ଼ିଟ୍ - ୱି...
      • ଗୁଲଜାର୍ ଙ୍କ କବିତା  - 'କବିତା'  ଅନୁବାଦ - ଭରଦ୍ୱା...
      • ଜହ୍ନିଫୁଲ ଠୋ ଠା  ଡକ୍ଟର୍ କୁଞ୍ଜବିହାରୀ ଦାଶଙ୍କ ସଙ୍...
      • ଜଗନ୍ନାଥ ଭଜନ - ତୁମ୍ଭ ଶୁଣିବାକୁ ମୋହ କହିବାକୁ  କବି...
      • ଜଗନ୍ନାଥ ଭଜନ - ଚାଲ ଦେଖିବା ସଜନୀ ଗାୟକ - ପ୍ରଫୁଲ୍ଲ...
      • ଜଗନ୍ନାଥ ଭଜନ - ତୁମ୍ଭ ପରା ପ୍ରଭୁ ଥାଉଁ ଥାଉଁ ମୁଁ ଯେ  ...
      • ଜଗନ୍ନାଥ ଭଜନ - ମଣିମା ଶୁଣିମା ହେଉ ଗରିବ ଡାକ  କବି ...
      • ଜଗନ୍ନାଥ ଭଜନ - ବାଧିଲା ଜାଣି କ୍ଷମା  କବି - ବଳଦେବ ...
      • ଜଗନ୍ନାଥ ଭଜନ - ପତିତଜନଙ୍କୁ ଉଦ୍ଧାରିବା ପାଇଁ କବି -...
      • ଜଗନ୍ନାଥ ଭଜନ - କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ  କବି...
      • ଜଗନ୍ନାଥ ଭଜନ - ଜଗବନ୍ଧୁ ପରି ଜଣେ ସାମନ୍ତ  କବି - ଦ...
      • ଜଗନ୍ନାଥ ଭଜନ - ଭୁଜତଳେ ମୋତେ ରଖ ମହାବାହୁ କବି - ବୀ...
      • ଜଗନ୍ନାଥ ଭଜନ - ମେଘ ମାଳାକୁ ନିନ୍ଦେ କଳାକୁ  କବି - ...
      • ଜଗନ୍ନାଥ ଭଜନ - ନ ଗଲୁ ମନ କ୍ଷେତ୍ରସ୍ଥଳକୁ  କବି - ଭ...
      • ଜଗନ୍ନାଥ ଭଜନ - ଜଗବନ୍ଧୁ ଅଙ୍କେ ରତନ ପଲଙ୍କେ କବି - ...
      • ଜଗନ୍ନାଥ ଭଜନ - ଜଗନ୍ନାଥ କଲେ ଯା ଅନାଥ  କବି - ବୀରକ...
      • ଜଗନ୍ନାଥ ଭଜନ - କାହିଁପାଇଁ ଚକାଡ଼ୋଳା  କବି - ସାଲବେ...
      • ଜଗନ୍ନାଥ ଭଜନ - କାଳିଆ କାହ୍ନୁ ଆଉ ବିଳମ୍ବ କର କାହିଁକି ...
      • ଜଗନ୍ନାଥ ଭଜନ - କଳାକୃଷ୍ଣ କମଳ ଆଖି  କବି - ଭରତ ଦାସ...
      • ଜଗନ୍ନାଥ ଭଜନ - ଆହେ ରାମ ହରି  କବି - ସାଲବେଗ  ଗ...
      • ଜଗନ୍ନାଥ ଭଜନ - ମୋତେ ସେହି ରୂପ ଦେଖାଅ ହରି  କବି - ...
      • ଜଗନ୍ନାଥ ଭଜନ - ନମସ୍ତେ ପ୍ରଭୁ ଜଗନ୍ନାଥ  କବି - ଜଗନ...
      • ଜଗନ୍ନାଥ ଭଜନ - ଆହେ ପ୍ରଭୁ କଳା ଶ୍ରୀମୁଖ କବି - ବନମ...
      • ଜଗନ୍ନାଥ ଭଜନ - ମଣି ବିମାନେ ଗୋବିନ୍ଦ   କବି - ବନମା...
      • ଜଗନ୍ନାଥ ଭଜନ - ବଡ଼ ମାୟାବୀ ଜୀବ ନୋହେ କାହାରି  କବି...
      • ଜଗନ୍ନାଥ ଭଜନ - ଦୀନବନ୍ଧୁ ମୋ ଦୁଃଖ ନ ଗଲା ଯେ  କବି ...
      • ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ  ତୃତୀୟ ଅଧ୍ୟାୟ ...
      • ପିଲାଙ୍କ ଗୀତ - ଧୂଳିଘର  କବି - ଚିନ୍ତାମଣି ମହାନ୍ତି...
      • ଜଗନ୍ନାଥ ଭଜନ - ମୋତେ ସେହି ରୂପ ଦେଖାଅ ହରି  କବି - ...
      • ଜଗନ୍ନାଥ ଭଜନ - ସବୁରି ସବୁ ଅଛି  କବି - ରଘୁ ଅରକ୍ଷି...
      • ଜଗନ୍ନାଥ ଭଜନ - ଲାଗିଛି ଲୀଳା ନୀଳାଚଳରେ  କବି - ହୃଦ...
      • ଜଗନ୍ନାଥ ଭଜନ - ଭଜ ନୀଳାଚଳ ବିହାରୀ କବି - ଜୟ ସିଂହ ...
      • ଜଗନ୍ନାଥ ଭଜନ - ଆହେ ନୀଳାଚଳ ନାୟକ  କବି - ଦୀନକୃଷ୍ଣ...
      • ଜଗନ୍ନାଥ ଭଜନ - କାହିଁକି ମୋ ଠାରେ ହେଳା  କବି - ଅଭି...
      • ଜଗନ୍ନାଥ ଭଜନ - ହେଳା କରନା ହେ  କବି - ବୈଷ୍ଣବ ପାଣି...
      • ଜଗନ୍ନାଥ ଭଜନ - ବଡ଼ ଦେଉଳେ ବଡ଼ ଦିଅଁ କାହିଁକି  କବି...
      • ଜଗନ୍ନାଥ ଭଜନ - ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ କବି...
      • ଜଗନ୍ନାଥ ଭଜନ - ମଣିମା ଶୁଣିମା ହେଉ  କବି - ସଦାନନ୍ଦ...
      • ଜଗନ୍ନାଥ ଭଜନ - ଅନୁସରିତ କବି - ଗୋପାଳକୃଷ୍ଣ ପଟ୍ଟନା...
      • ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ  ଦ୍ୱିତୀୟ ଅଧ୍ୟା...
      • ଜଗନ୍ନାଥ ଭଜନ - ପ୍ରଭୁ କି ସୁନ୍ଦର ଦିଶ କବି - ଆର୍ତ୍...
      • ଜଗନ୍ନାଥ ଭଜନ - ପତିତ ପାବନ ବାନା  କବି - ଆର୍ତ୍ତ ଦା...
      • ଜଗନ୍ନାଥ ଭଜନ - ମଣିମା ହେ ଏତିକି ମାଗୁଣି ମୋର  କବି ...
      • ଜଗନ୍ନାଥ ଭଜନ - ମାନ ଉଦ୍ଧାରଣ କର ହେ ତାରଣ  କବି - ଉ...
      • ଜଗନ୍ନାଥ ଭଜନ - ନୀଳଚକ୍ରେ ହେ  କବି - ଗୌରଚରଣ ଅଧିକା...
      • ଜଗନ୍ନାଥ ଭଜନ - କାହାକୁ ମୁଁ କରିବଇଁ ସାକ୍ଷୀ  କବି -...
    • ►  February (15)
    • ►  January (31)
  • ►  2015 (173)
    • ►  December (39)
    • ►  November (35)
    • ►  October (31)
    • ►  September (29)
    • ►  August (27)
    • ►  July (12)
Powered by Blogger.