ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ
ପଞ୍ଚମ ଅଧ୍ୟାୟ : ଶ୍ଲୋକ ୦୩
ଅନୁବାଦକ - ଫକୀର ମୋହନ ସେନାପତି
![]() |
ଶ୍ରୀମଦ ଭଗବଦ ଗୀତାର ୠଷୀୟ ସଂସ୍କରଣ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଯେ ମୋତେ ଦ୍ୱେଷୀ ଅଭିଳାଷୀ । ସେ ଅଟେ ପ୍ରକୃତ ସନ୍ୟାସୀ ।।
ତାଦୃଶ ନିର୍ଦ୍ୱନ୍ଦ ପୁରୁଷେ । ତରେ ବନ୍ଧନୁ ଅନାୟାସେ ।୩।
ଜ୍ଞେୟଃ ସ ନିତ୍ୟସନ୍ନ୍ୟାସୀ ୟୋ ନ ଦ୍ୱେଷ୍ଟି ନ କାଙ୍ଖ୍ୟତି
ନିର୍ଦ୍ୱେନ୍ଦୋ ହି ମହାବାହୋ ସୁଖଂ ବନ୍ଧାତ୍ ପ୍ରମୁଚ୍ୟତେ ।୩।
No comments:
Post a Comment