Tuesday, August 15, 2017

 ପାଲି ଧମ୍ମପଦ (୬୩) ର ଓଡ଼ିଆ  ପଦ୍ୟାନୁବାଦ

୪ ବାଳବଗ୍ଗୋ (ବାଳ ବର୍ଗ)


ସାରନାଥର ବୁଦ୍ଧ ଧର୍ମଚକ୍ର ପ୍ରବର୍ତ୍ତନ କରିଥିବା ସ୍ଥାନରେ ସ୍ଥାପିତ ବୌଦ୍ଧ ସ୍ତୁପ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ମୂର୍ଖ ହୋଇ ବୁଝେ ଯିଏ ନିଜ ବାଲ୍ୟଭାବ
ପଣ୍ଡିତ ଭାବେ ସେତିକି ତାହାକୁ ବୁଝିବ ।

ଯେଉଁ ମୂର୍ଖ ନିଜକୁ ପଣ୍ଡିତ ମଣିଥାଇ
ପ୍ରକୃତରେ ଅପଗଣ୍ଡ ତାହାକୁ ବୋଲାଇ ।୪। 

ଯୋ ବାଳ ମଞ୍ଞତୀ ବାଲ୍ୟଂ ପଣ୍ଡିତୋ ବାପି ତେନ ସୋ ।
ବାଳୋ ଚ ପଣ୍ଡିତମାନୀ ସ ବେ ବାଳୋ'ତି ବୁଦ୍ଦତି ।୪।

ୟୋ ବାଳ ମନ୍ୟତେ ବାଲ୍ୟଂ ପଣ୍ଡିତୋ ବାପି ତେନ ସଃ ।
ବାଳଶ୍ଚ ପଣ୍ଡିତମାନୀ ସ ବୈ ବାଳଃ ଇତି ଉଚ୍ୟତେ ।୪।

No comments:

Post a Comment