ପର୍ବତରେ ଧର୍ମୋପଦେଶ - ୨୧
ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ
![]() |
ୟେଲ ଠାରେ ଥିବା ଗୁଟେନବର୍ଗ ବାଇବେଲ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ପୁଣି ଯେ କେହି ତୁମ୍ଭମାନଙ୍କୁ ଆତିଥ୍ୟ ନ କରେ ଓ ତୁମ୍ଭମାନଙ୍କ କଥା ନ ଶୁଣେ, ସେହି ଘରରୁ କିଅବା ସେହି ନଗରରୁ ଚାଲିଯିବାବେଳେ ଆପଣାମାନଙ୍କର ପାଦଧୂଳି ଝାଡ଼ି ପକାଅ । ଆମ୍ଭେ ତୁମ୍ଭମାନଙ୍କୁ ସତ୍ୟ କହୁଁ, ବିଚାର ଦିନରେ ସେହି ନଗରର ଦଶା ଅପେକ୍ଷା ବରଂ ସିଦୋମ ଓ ଅମୋରା ଦେଶର ଦଶା ସହନୀୟ ହେବ ।
ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ ।
No comments:
Post a Comment