ପାଲି ଧମ୍ମପଦ (୬୫) ର ଓଡ଼ିଆ ପଦ୍ୟାନୁବାଦ
୬ ବାଳବଗ୍ଗୋ (ବାଳ ବର୍ଗ)
![]() |
ସାଞ୍ଚିର ବୌଦ୍ଧ ସ୍ତୁପ (ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍) |
ମୁହୂର୍ତ୍ତ ମାତର ଯଦି କେହି ବିଜ୍ଞ ଜନ
ପଣ୍ଡିତ ଲୋକର ସେହୁ କରେ ଉପାସନ ।
ଜିହ୍ୱା ଯେପରି ଝୋଳର ରସକୁ ଚାଖଇ
ସେହିପରି ଧର୍ମକୁ ସେ ଶୀଘ୍ର ଜାଣିଥାଇ ।୫।
ମୁହୂତ୍ତମପି ଚେ ବିଞ୍ଞୂ ପଣ୍ଡିତଂ ପୟିରୁପାସତି ।
ଖିପ୍ପଂ ଧମ୍ମଂ ବିଜାନତି ଜିହ୍ୱା ସୂପରସଂ ୟଥା ।୬।
ମୁହୂର୍ତ୍ତମପି ଚେତ୍ ବିଜ୍ଞଃ ପଣ୍ଡିତଂ ପର୍ୟୁପାସତେ ।
କ୍ଷିପ୍ରଂ ଧର୍ମ୍ମଂ ବିଜାନାତି ଜିହ୍ୱା ସୂପରସଂ ୟଥା ।୬।
No comments:
Post a Comment