ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ
ପଞ୍ଚମ ଅଧ୍ୟାୟ : ଶ୍ଲୋକ ୦୨
ଅନୁବାଦକ - ଫକୀର ମୋହନ ସେନାପତି
![]() |
ଅଷ୍ଟବକ୍ର ଗୀତାରେ ଜନକ ଓ ଅଷ୍ଟବକ୍ରଙ୍କର ସମ୍ବାଦ |
ଶ୍ରୀ ଭଗବାନୁବାଚ
ଶୁଣନ୍ତୁ ତେବେ ମହାଭାଗ । କର୍ମ-ସନ୍ନ୍ୟାସ କର୍ମ ଯୋଗ ।।
ଉଭୟ ମୁକ୍ତିର କାରଣ । ତଥାପି ଅଛି କିଛି ଭିନ୍ନ ।।
କର୍ମ ଯୋଗେ ଯେ ଶ୍ରେଷ୍ଠତର । ଯେ ଅଟେ ମୁକ୍ତିର ଆକର ।୨।
ସନ୍ୟାସଃ କର୍ମ୍ମୟୋଗଶ୍ଚ ନିଃଶ୍ରେୟସକରାବୁଭୌ ।
ତୟୋସ୍ତୁ କର୍ମସନ୍ନ୍ୟାସାତ୍ କର୍ମୟୋଗୋ ବିଶିଷ୍ୟତେ ।୨।
No comments:
Post a Comment