Saturday, August 19, 2017

ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ 

ପଞ୍ଚମ ଅଧ୍ୟାୟ : ଶ୍ଲୋକ ୦୪

ନୁବାଦକ - ଫକୀର ମୋହନ ସେନାପତି



ଶ୍ରୀକୃଷ୍ଣଙ୍କର ବିଶ୍ୱରୂପ (ପଞ୍ଜାବୀ ହିଲ୍ସର ବିଳାସପୁର, ୧୭୪୦)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଏହା ମଧ୍ୟ ବୋଲୁଥାନ୍ତି, ଅଜ୍ଞାନୀ ସକଳ । ସାଙ୍ଖ୍ୟ ଯୋଗ ଉଭୟର ଭିନ୍ନ ଭିନ୍ ଫଳ ।।
ଯେ କରେ ସନ୍ନ୍ୟାସ ଯୋଗ ଦୁଇ ଅନୁଷ୍ଠାନ । ଭିନ୍ନ ଭିନ୍ନ ରୂପେ ଫଳ ପାଏ ସେହି ଜନ ।୪।

ସାଙ୍ଖ୍ୟ ୟୋଗୌ ପୃଥଗ୍-ବାଳାଃ ପ୍ରବଦନ୍ତି ନା ପଣ୍ଡିତାଃ ।
ଏକମପ୍ୟାସ୍ମିତଃ ସମ୍ୟଗୁଭୟୋର୍ବିନ୍ଦତେ ଫନ୍ଦମ୍ ।୪।

No comments:

Post a Comment