ଓଡ଼ିଆ ଲୋକଗୀତ - କଲିକତିଆ ଜ୍ୱାଇଁ
ସଙ୍ଗ୍ରାହକ - ଚକ୍ରଧର ମହାପାତ୍ର
![]() |
ଚୀନଦେଶରେ ବାଣ ବ୍ୟବହାରର ଟିତ୍ର (୧୬୨୮-୧୬୪୩ ମସିହା) ମିଙ୍ଗ୍ ବଂଶର ପୁସ୍ତକ 'ଜିନ୍ ପିଙ୍ଗ୍ ମେଇ'ରୁ ଆହୃତ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ମା' ଲୋ କଲିକତିଆ ଜ୍ୱାଇଁ
ବାଇଦ ଆଣିଛି ଶବଦ ନାହିଁ ।୧।
ମା' ଲୋ କଲିକତିଆ ଜ୍ୱାଇଁ
ଘୋଡ଼ା ଆଣିଥିଲା ସିପେଇ ନାହିଁ ।୨।
ମା' ଲୋ କଲିକତିଆ ଜ୍ୱାଇଁ
ହାତୀ ଆଣିଥିଲା ଅଙ୍କୁଶ ନାହି ।୩।
No comments:
Post a Comment