ପାଲି ଧମ୍ମପଦ (୫୨) ର ଓଡ଼ିଆ ପଦ୍ୟାନୁବାଦ
୯ ପୁପ୍ଫବଗ୍ଗୋ (ପୁଷ୍ପ ବର୍ଗ)
![]() |
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଯେ ପୁଷ୍ପ ଅଟଇ ସୁନ୍ଦର ଓ ବର୍ଣ୍ଣଯୁକ୍ତ ।
ଗନ୍ଧଯୁକ୍ତ ହୋଇଲେ ସେ ଯେପରି ସାର୍ଥକ ।।
ସୁଭାଷିତ ଉଚ୍ଚାରଣ କରିଲେ ପାଳନ ।
ହୋଇଯାଏ ସେହି ବାଣୀ ନିଶ୍ଚେ ଫଳପୂର୍ଣ୍ଣ ।୮।
ଯଥାପି ରୁଚିରଂ ପୁପ୍ଫଂ ବର୍ଣ୍ଣବନ୍ତଂ ଅଗନ୍ଧକଂ ।
ଏବଂ ସୁଭାସିତା ବାଚା ସଫଳା ହୋତି କୁବ୍ୱତୋ ।୯।
ଯଥାପି ରୁଚିରଂ ପୁଷ୍ପଂ ବର୍ଣ୍ଣବତ୍ ସଗନ୍ଧକମ୍ ।
ଏବଂ ସୁଭାଷିତା ବାଚା ସଫଳା ଭବତି କୁର୍ବତଃ ।୯।
No comments:
Post a Comment