Saturday, November 19, 2016

ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ 


ଚତୁର୍ଥ ଅଧ୍ୟାୟ : ଶ୍ଲୋକ ୩୧ - ୩୨


ଅନୁବାଦକ - ଫକୀରମୋହନ ସେନାପତି 



ଫ୍ରାନସେସ୍କୋ ବୋତିଚିନିଙ୍କର ଚିତ୍ର 'ଦି ଆଜମ୍ପସନ ଅଫ ଦି ଭର୍ଜିନ'
ଜାତୀୟ ଗ୍ୟାଲେରୀରେ ସ୍ଥିତ : ପଞ୍ଚଦଶ ଶତାବ୍ଦୀ

ୟଜ୍ଞଶିଷ୍ଟାମୃତୋଭୁଜୋ ୟାନ୍ତି ବ୍ରହ୍ମ ସନାତନମ୍ ।
ନ୍ୟାୟ‌ଂ ଲୋକୋସ୍ତ୍ୟ ୟଜ୍ଞସ୍ୟ କୁତୋଽନ୍ୟଃ କୁରୁସତ୍ତମ ।୩୧।

ପରଲୋକ କଥା ଆଉ କେଭେ ଇହଲୋକ ।  ନ ପାଆନ୍ତି ଗତି ଯେବା ଯଜ୍ଞହୀନ ଲୋକ ।୩୧।

ଏବଂ ବହୁବିଧା ୟଜ୍ଞା ବିତତା ବ୍ରହ୍ମଣୋମୁଖେ ।
କର୍ମଜାନ୍ ବିଦ୍ଧିତାନ୍ ସର୍ବାନେବଂ ଜ୍ଞାତ୍ୱା ବିମୋକ୍ଷ୍ୟସେ ।୩୨।

ଏବଂ ବିଧି ଯଜ୍ଞ ବେଦ ଦ୍ୱାରା ବିସ୍ତାରିତ । କର୍ମରୁ ଜନ୍ମିଛି ଏହା ହୁଏ ଅବଗତ ।।
ଅତଏବ ବୋଲୁଅଛୁଁ ଆହେ ଫାଲଗୁନି । ମୁକ୍ତି ଲାଭ କର ଏହି ସବୁ କଥା ଜାଣି ।୩୨।

No comments:

Post a Comment