କିଛି ଆଲୋକଚିତ୍ର - ୨
ଚିତ୍ରତ୍ତୋଳକ - ସେଇଦୋ କେଈତା
ସେଇଦୋ କେଈତା (୧୯୨୧ - ୨୦୦୧) ମାଳି ଦେଶର ଜଣେ ଫଟୋଗ୍ରାଫର ଥିଲେ । ୧୯୪୦, ୧୯୫୦ ଓ ୧୯୬୦ ଦଶକରେ ସେ ଉତ୍ତୋଳନ କରିଥିବା ପାରିବାରିକ ଓ ବ୍ୟକ୍ତିଗତ ପୋଟ୍ରେଟ ପାଇଁ ଜଣାଶୁଣା । ନିଜ ଦେଶରେ ଓ ସମଗ୍ର ଆଫ୍ରିକାର କଳାତ୍ମକ ଫଟୋଗ୍ରାଫୀ ଉପରେ ତାଙ୍କର ପ୍ରଭାବ ଅନସ୍ୱୀକାର୍ଯ୍ୟ । ବିଶେଷ କରି ମହିଳାମାନଙ୍କର ପୋଟ୍ରେଟ ପାଇଁ ସେ ସେମାନଙ୍କର ସ୍ୱାଧୀନତା, ମର୍ଯ୍ୟାଦା ତଥା ସୌନ୍ଦର୍ଯ୍ୟ ଧରି ରଖି ଅତି ନିଖୁଣ ଭାବରେ ଫଟୋ ଉତ୍ତୋଳନ କରୁଥିଲେ । ସେ ପାରିସ ନଗରୀରେ ମୃତ୍ୟୁବରଣ କରିଥିଲେ । ଏଠାରେ ତାଙ୍କର ପାଞ୍ଚୋଟି ଫଟୋ ପାଠକମାନଙ୍କର ଅବଗତି ପାଇଁ ଦିଆଗଲା ।
![]() |
ଫଟୋ
କ୍ରେଡ଼ିଟ - http://www.seydoukeitaphotographer.com
|

No comments:
Post a Comment