Wednesday, November 23, 2016

ପାରିକୁଦର ଦୋଳି ଗୀତ


ମଦରଙ୍ଗା ଶାଗ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ମଦରଙ୍ଗା ଶାଗ ରାଇତା 
ନନା ଭୁଞ୍ଜନ୍ତି ନାହିଁ 
ଜଳିକି ମାଇଲି ଗୋଇଠା
ଜଳି ଫିଟିଲା ନାହିଁ ।

ଉତ୍ସ - କେନ୍ଦ୍ରିୟ ସାହିତ୍ୟ ଅକାଦେମୀ ଛାପିଥିବା (ପ୍ରଥମ ପ୍ରକାଶ ୧୯୯୪ : ଦ୍ୱିତୀୟ ସଂସ୍କରଣ ୨୦୧୩) ଓ ପ୍ରସନ୍ନ କୁମାର ମିଶ୍ର ସଙ୍କଳନ କରିଥିବା 'ଓଡ଼ିଆ ଲୋକଗୀତ'ରୁ ସଙ୍ଗୃହିତ ।

No comments:

Post a Comment