ଯାଜପୁରର ପାଞ୍ଚଟି ଏକପଦୀ
![]() |
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
୧
ମାର ତାଳି
ଉଠା ଥାଳି ।
୨
କାନ୍ଦୁ ଥା
ଯାହା ପାଉଛୁ ବାନ୍ଧୁ ଥା ।
୩
ବଡ଼ ବଡ଼ ଗଲେ ଫସର ଫାଟି
ସାନ ଆଇଲେ ବେସର ବାଟି ।
୪
ହରିବୋଲ ଭାଇ ଗୋବିନ୍ଦ ବୋଲ
ଭାସିଲା ପଥର ବୁଡ଼ିଲା ସୋଲ ।
୫
ରାଧେ ରାଧେ
ତୁମର ଅଧେକୁ ଆମର ଅଧେ ।
ଉତ୍ସ - କେନ୍ଦ୍ରିୟ ସାହିତ୍ୟ ଅକାଦେମୀ ଛାପିଥିବା (ପ୍ରଥମ ପ୍ରକାଶ ୧୯୯୪ : ଦ୍ୱିତୀୟ ସଂସ୍କରଣ ୨୦୧୩) ଓ ପ୍ରସନ୍ନ କୁମାର ମିଶ୍ର ସଙ୍କଳନ କରିଥିବା 'ଓଡ଼ିଆ ଲୋକଗୀତ'ରୁ ସଙ୍ଗୃହିତ ।
No comments:
Post a Comment