ପାଲି ଧମ୍ମପଦ (୫୦) ର ଓଡ଼ିଆ ପଦ୍ୟାନୁବାଦ
୭ ପୁପ୍ଫବଗ୍ଗୋ (ପୁଷ୍ପ ବର୍ଗ)
![]() |
ଫଟୋ କ୍ରେଡ଼ିଟ - ୱିକିପିଡ଼ିଆ କମନ୍ସ୍ |
ଅନ୍ୟମାନଙ୍କର ଦୋଷ କୃତ ବା ଅକୃତ ।
ଅବଲୋକ କରିବା ଅଟଇ ଅନୁଚିତ ।।
ନିଜର ଯାହା ଅଟଇ ଅକୃତ ବା କୃତ ।
ସମୀକ୍ଷାୟନ କରିବା ଅଟଇ ଉଚିତ ।୭।
ନ ପରେଷଂ ବିଲୋମାନି ନ ପରେସଂ କତାକତଂ ।
ଅତ୍ତନୋ'ବ ଅବେକ୍ଖୟ୍ୟ କତାନି ଅକତାନି ଚ ।୭।
ନ ପରେଷାଂ ବିଲୋମାନି ନ ପରେଷାଂ କୃତାକୃତମ୍ ।
ଆତ୍ମନଃ ଏବ ଅବେକ୍ଷେତ କୃତାନି ଅକୃତାନି ଚ ।୭।
No comments:
Post a Comment