Sunday, November 27, 2016

 ପାଲି ଧମ୍ମପଦ (୫୩) ର ଓଡ଼ିଆ  ପଦ୍ୟାନୁବାଦ


୧୦ ପୁପ୍ଫବଗ୍ଗୋ (ପୁଷ୍ପ ବର୍ଗ)



ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ସୁମନସ ଗୁଚ୍ଛରୁ ଯେହିପରି ବହୁତ ।
ଅବତସନଟିମାନ ହୁଅଇ ନିର୍ମିତ  ।।

ମର୍ତ୍ତ୍ୟଲୋକେ ଯେଉଁ ମନୁଷ୍ୟ ହୁଅଇ ଜାତ ।
କୁଶଳ କର୍ମ ତାହାର କର୍ତ୍ତବ୍ୟ ଉଚିତ ।୧୦।

ଯଥାପି ପୁପ୍ଫରାସିମ୍ହା କୟିରା ମାଳାୁଗୁଣେ ବହୂ ।
ଏବଂ ଜାତେନ ମଚ୍ଚେନ କତ୍ତବ୍ୱଂ କୁସଳଂ ବହୁଂ ।୧୦।

ଯଥାପି ପୁଷ୍ପରାଶେଃ କୁର୍ୟ୍ୟାତ ମାଳାଗୁଣାନ ବହୂନ ।
ଏବଂ ଜାତେନ ମର୍ତ୍ତ୍ୟେନ କର୍ତ୍ତବ୍ୟଂ କୁଶଳଂ ବହୁ ।୧୦।

No comments:

Post a Comment