Monday, November 07, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ମନ୍ତ୍ର ୧୪


ବଙ୍ଗଳାଦେଶୀ ହିନ୍ଦୁ ସନ୍ୟାସୀ
ଅକ୍ଟୋବର ୨୦୧୨, ଦିନାଜପୁର

ବୀତକାମ ଜିତେନ୍ଦ୍ରିୟ ଆତ୍ମଦର୍ଶୀ ଜ୍ଞାନୀ 
ଏହି ସେହି ସୁଖ ବୋଲି କହନ୍ତି ପ୍ରମାଣି ।

ଯତିଗଣ ଅନୁଭୂତ ସେ ସୁଖ ଶାଶ୍ୱତ
କି ଉପାୟେ କି ରୂପେ ମୁଁ ହେବି ଅବଗତ ।

ସେ ପରମ ସୁଖ ନିଜେ ପାଏ କି ପ୍ରକାଶ ?
ନରଲଭ୍ୟ କି ସେ ? ସତେ କରିବି ବିଶ୍ୱାସ ?

'ମୁଁ' ବୋଲି ମାନବେ ଯେବେ ଆତ୍ମ-ବୁଦ୍ଧି ପୁଟେ
ଆସେ କି ସେ ସୁଖ ? ସତେ ଚିର ଦୁଃଖ ତୁଟେ ? (ନ.ଉ. ୨।୨।୩୪)

No comments:

Post a Comment