Sunday, November 06, 2016

ସମ୍ବଲପୁରର ଲୋକଗୀତ - 'ଚାଲ ଗୋ ନନୀ'


ଭୁଟାନ ଦେଶର ବଗଡ଼ା ଚାଉଳର ଭାତ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଚାଲଗୋ ନନୀ ପଲାଇ ଯିମା ବାମଡ଼ି ଭିତର
ଭାତ ବୋଇଲେ ଭାତ ଦେବି ପଟୁକା ଧାନର
ତିଉନ ବୋଇଲେ ତିଉନ ଦେବି ଯୋଡ଼ା ସମ୍ବର
ଝମ ହେଲେ ଶୁଆଇ ଦେବି କୋଲର ଭିତରେ 
ମିତ, ମାର ଜଡ଼ିରେ ।

ଉତ୍ସ - ଶ୍ରୀ ପ୍ରସନ୍ନ କୁମାର ମିଶ୍ର କୃତ 'ଓଡ଼ିଆ ଲୋକଗୀତ' । ସାହିତ୍ୟ ଅକାଦେମୀ : ୨୦୧୩ (୧୯୯୪) ।

No comments:

Post a Comment