Sunday, March 05, 2017

ପିଲାଙ୍କ ପାଇଁ କବିତା - 'ନାଟର ଗୋବର୍ଦ୍ଧନ'


କବି - ଜଗନ୍ନାଥ ପ୍ରସାଦ ଦାସ 


ଚିତ୍ର 'ଦି ଲିଟିଲ ଆଉଲ୍' (ଜର୍ମାନୀ: ୧୫୦୬)
ଚିତ୍ରକର - ଆଲବ୍ରେଖ୍ଟ ଦ୍ୟୁରେର (୧୪୭୧-୧୫୨୮)

ବେଙ୍ଗ କରୁଥାଏ କଟର କଟର 
ହାତୀ ଚଢ଼ିଯାଏ ମଟର,
ଗଛ କୋରଡ଼ରେ ପେଚା ଓ ମାଙ୍କଡ଼ୀ
ଗୋବର୍ଦ୍ଧନ ସବୁ ନାଟର ।

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।

No comments:

Post a Comment