ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ
ଚତୁର୍ଥ ଅଧ୍ୟାୟ : ଶ୍ଲୋକ ୩୪
ଅନୁବାଦକ - ଫକୀର ମୋହନ ସେନାପତି
![]() |
ଶୁଦ୍ଧାଦ୍ୱୈତ ଦର୍ଶନର ପ୍ରବର୍ତ୍ତକ ଶ୍ରୀ ବଲ୍ଲଭାଚାର୍ଯ୍ୟ (୧୪୭୯-୧୫୩୧) ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ହେ ପାର୍ଥ ପ୍ରଣାମ ପ୍ରଶ୍ନ ପରିଚର୍ଯ୍ୟା ଯୋଗେ ।
ତତ୍ତ୍ୱଜ୍ଞାନ ଶିକ୍ଷା ତୁମ୍ଭେ କର ଅନୁରାଗେ ।।
ଅବଶ୍ୟ ସନ୍ତୁଷ୍ଟ ହୋଇ ତତ୍ତ୍ୱଦର୍ଶୀ ଗଣ ।
ତତ୍ତ୍ୱଜ୍ଞାନ ଉପଦେଶ କରିବେ ପ୍ରଦାନ ।୩୪।
ତତ୍-ବିଦ୍ଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ।
ଉପଦେକ୍ଷ୍ୟନ୍ତି ତେ ଜ୍ଞାନଂ ଜ୍ଞାନିନସ୍ତତ୍ୱଦର୍ଶିନଃ ।୩୪।
No comments:
Post a Comment