Friday, March 10, 2017

ପିଲା କାନ୍ଦୁଥିଲେ ବୁଝାଇବା ଗୀତ - ୫ 


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ବଗ ଯାଇଥିଲା ବଗ ବଣକୁ ମୋ
ବଗୁଲୀ କାଟଇ ବେଣା,
କୋଉ ବଗୁଲିଆ ମାଇଲା ବାଟୁଳି
ଛିଡ଼ିଗଲା ଦୁଇ ଡ଼େଣା
ମୋ ବଗୁଲୀ କାନ୍ଦନା ଲୋ
ତୋ ମା କାଲି ଆସଇ ସିନା
ମୋ ବଗୁଲୀ କାନ୍ଦେ ନା ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

No comments:

Post a Comment