ପିଲାଙ୍କ ପାଇଁ କବିତା - 'ଭାଗୀରଥି ଭାଇନା'
କବି - ଜଗନ୍ନାଥ ପ୍ରସାଦ ଦାସ
![]() |
ଗୋଟିଏ ହାଏନାକୁ ଦର୍ଶିତ କରୁଥିବା ଇଟାଲୀ ଦେଶର ମୋଜାଗି ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଭୀମଖୋଲର ଭାଗୀରଥି ଭାଇନା
ବାହାରିଥିଲେ ଯିବେ ବୋଲି ଚାଇନା
ପାଇଲେ ନାହିଁ ଭିସା
ତଥାପି ବୁଲା ନିଶା
'ଜୁ'ରେ ଯାଇ ଦେଖି ଆସିଲେ ହାଇନା ।
ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।
No comments:
Post a Comment