Friday, January 20, 2017

ଓଡ଼ିଆ ସିନେମା ଗୀତ - 'ପୂର୍ଣ୍ଣିମା ଜହ୍ନ ସତେ'


ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=gmOKgwboe0g


କାର୍ତ୍ତିକ ପୁନେଇଁର ଜହ୍ନ, ୨୮.୧୧.୨୦୧୨
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ପୂର୍ଣ୍ଣିମା ଜହ୍ନ ସତେ
ଧରା ବୁକେ ହସିଲା
ଚମକି ଏ କୁମୁଦିନୀ
ଚମକି ଏ କୁମୁଦିନୀ
ସରମରେ ସରିଲା 
ପୂର୍ଣ୍ଣିମା ଜହ୍ନ ସତେ 
ଧରାବୁକେ ହସିଲା 

ରୂପର ରୂପସୀ
ଲାବଣ୍ୟବତୀ ଗୋ
ଛାଡ଼ି ମୁଁ ଆସିଛି
ଅମରାବତୀ ଗୋ

ତୁମ ଅଙ୍ଗଛୁଆଁ ଯେବେ
ପୀରତିରେ ରସିଲା
ତୁମ ଅଙ୍ଗଛୁଆଁ ଯେବେ
ପୀରତିରେ ରସିଲା



No comments:

Post a Comment