Living in Bhubaneswar
Wednesday, January 04, 2017
ଓଡ଼ିଆ ସିନେମା ଗୀତ - 'ମା' ତୁମେ ମମତାର'
ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=6tPkY6MqQ5Q
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍
ଚଳଚିତ୍ର - ଉଲକା
ସଙ୍ଗୀତ - ରାଜୁ ମିଶ୍ର ଓ ବିଭୂ ମହାନ୍ତି
କଣ୍ଠ - ସୁରେଶ ୱାଡ଼େକର
ଗୀତିକାର - ସଚ୍ଚି ମହାନ୍ତି
ମା' ତୁମେ ମମତାର ସୀମାହୀନ ସାଗର,
ମା' ତୁମେ ଆମ ପାଇଁ ଦେବତାର ମନ୍ଦିର ।
ତୁମେ ସେ ମମତାମତି ଆମ ପାଇଁ ଆଲୋକ,
ଲିଭାଇଛି ଅମାରାତି ମନେ ଭରି ପୁଲକ,
ତୁମେ ଯେ ସେନେହମୟୀ ସେନେହର ଝର ।
ଏ ଆଖି ଦେଖିଛି ଯାହା ତୁମ ପ୍ରୀତି ଶରଧା,
ଆମ ଦୁଃଖେ ଦୁଃଖି ହୋଇ କର ସୁଖ ସଉଦା,
ଆମ ମୁଖେ ହସ ତୁମ ମନେ ଖୁସି ଆସର,
ତୁମରି ଆଶୀଷେ ମା'ଗୋ ହସୁ ଆମ ସଂସାର ।
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment