Tuesday, August 09, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 



ତୃତୀୟ ବଲ୍ଲୀ : ଶ୍ଲୋକ ୭



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ନୁହେଁ ଯେହୁ ସୁବିବେକ ଶୁଚି ଜ୍ଞାନବନ୍ତ 
ନୁହେ ମନ ଯା'ର ସଦା ବୁଦ୍ଧି ଅଧିଗତ ।

ସେ ପରମ ପଦ ପ୍ରାପ୍ତି ନ ହୁଏ ତାହାର 
ଜନ୍ମ-ମୃତ୍ୟୁମୟ ଭବେ ଆସେ ବାରବାର । (ନ.ଉ.୧।୩।୧୯)

No comments:

Post a Comment