Thursday, August 04, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ତୃତୀୟ ବଲ୍ଲୀ : ଶ୍ଲୋକ ୫



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ 

ଦୁର୍ଦ୍ଦାନ୍ତ ତୁରଙ୍ଗ ସମ ଇନ୍ଦ୍ରିୟ ସକଳ 
ନ ରହି ସାରଥି ବଶେ ହୁଏ ଉଚ୍ଛୃଙ୍ଖଳ ।

ହିତାହିତ ଜ୍ଞାନ ହଜେ ଘଟିଲେ ଏ ଗତି 
ଅଶ୍ୱ ସଞ୍ଚାଳନେ ମୂଢ଼ ଯେସନ ସାରଥି । (ନ.ଉ. ୧।୩।୧୮)

No comments:

Post a Comment