Wednesday, August 03, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ତୃତୀୟ ବଲ୍ଲୀ : ଶ୍ଲୋକ ୪



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ 

ଦେହ ମନ ଇନ୍ଦ୍ରିୟାଦି ଉପାଧିଜଡ଼ିତ ।
ଜୀବ ଭୋଗେ ସୁଖଦୁଃଖ କହନ୍ତି ପଣ୍ଡିତ ।

ସାରଥି ଲଗାମ ସଦା ନ ଧଇଲେ କଷି
ଅଳପେ କୋହଳ ଯେବେ ହୁଏ ମନ-ରସି । (ନ.ଉ. ୧।୩।୧୮)

No comments:

Post a Comment