Wednesday, August 24, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ତୃତୀୟ ବଲ୍ଲୀ : ଶ୍ଲୋକ ୧୭



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍

ପରମ ନିଗୁଢ଼ ଏହୁ ତତ୍ତ୍ୱ ସୁମହତ 
ଶ୍ରଦ୍ଧାରେ ଯେ ଜନ ମନ କରି ସୁସଞ୍ଜତ,

ବ୍ରାହ୍ମଣ ସମାଜେ ପଢ଼ି କରାଏ ବ୍ୟାଖ୍ୟାନ
ଶ୍ରାଦ୍ଧକାଳେ କହେ  ବା ଏ ପୁଣ୍ୟ ଉପାଖ୍ୟାନ ।

ସେ ସୁକୃତେ ସୁବିସ୍ତର ଫଳ ହୁଏ ପ୍ରାପ୍ତ
କଠୋପନିଷଦ ଆଦ୍ୟ ଅଧ୍ୟାୟ ସମାପ୍ତ । (ନ.ଉ. ୧।୩।୨୨)

No comments:

Post a Comment