Saturday, August 20, 2016

ପାଲି ଧମ୍ମପଦର ଓଡ଼ିଆ  ପଦ୍ୟାନୁବାଦ - ୩ ଓ ୪ ଚିତ୍ତବଗ୍ଗୋ 


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ 

୩ ଚିତ୍ତବଗ୍ଗୋ 


ଦୁନ୍ନିଗ୍ଗହସ୍ସ ଲହୁନୋ ଯତ୍ଥ କାମନିପାତିନୋ ।
ଚିତ୍ତସ୍ସ ଦମୋଥ ସାଧୁ  ଚିତ୍ତଂ ଦନ୍ତଂ ସୁଖାବହଂ ।୩।

ଅତି କଷ୍ଟରେ ନିଗ୍ରହ ହେଉଥିବା ଚିତ୍ତ,
ଲଘୁଗାମୀ ହୋଇ ଯାହା ଇତସ୍ତ ପତିତ ।

ସେହିପରି ଚିତ୍ତର ଦମନ ହିଁ ଉଚିତ,
ସୁଖାବହ ଅଟଇ ଦଳିତ ସେହି ଚିତ୍ତ ।୩।

୪ ଚିତ୍ତବଗ୍ଗୋ 


ସୁଦୁଦ୍ଦଶଂ ସୁନିପୁଣଂ ଯତ୍ଥ କାମନିପାତିନଂ ।
ଚିିତ୍ତଂ ତକ୍ଖେଥ ମେଧାବୀ ଚିତ୍ତଂ ଗୁତ୍ତଂ ସୁଖାବହଂ ।୪।

ଅତ୍ୟନ୍ତ କଷ୍ଟରେ ଯାହା ହୁଏ ଦୃଶ୍ୟମାନ 
ଇଚ୍ଛାନୁସାରେ ଗତିଶୀଳ ଓ ସୁନିପୁଣ

ମେଧାବୀ ସେହି ଚିତ୍ତକୁ ରକ୍ଷିବା ଉଚିତ  
ସୁଖାବହ ଅଟଇ ରକ୍ଷିତ ସେହି ଚିତ୍ତ ।୪।

No comments:

Post a Comment