Wednesday, August 03, 2016

ପାଲି ଧମ୍ମପଦର ଓଡ଼ିଆ  ପଦ୍ୟାନୁବାଦ - ୧୧ ଓ ୧୨ ଅପ୍ପମାଦବଗ୍ଗୋ 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

୧୧ ଅପ୍ପମାଦବଗ୍ଗୋ 


ଅପ୍ପମାଦରତୋ ଭିକ୍ଖୁ ପମାଦେ ଭୟଦସ୍ୱିବା ।
ସଞ୍ଯୋଜନଂ ଅଣୁଂ ଥୂଳଂ ଦହଂ ଅଗ୍ଗୀ ବ ଗଚ୍ଛତି ।୧୧।

ଯେଉଁ ଭିକ୍ଷୁ ଅପ୍ରମାଦେ ହୋଇଛନ୍ତି ବ୍ରତୀ ।
ପରମାଦରେ ଅଟନ୍ତି ଯିଏ ଭୟଦର୍ଶୀ ।। 

ଛୋଟ ବଡ଼ ବନ୍ଧନଙ୍କୁ ଛିନ୍ନ ସିଏ କରି
ଆଗକୁ ଆଗ ନିଶ୍ଚିତ ଗତି ଯେ ତାଙ୍କରି ।୧୧।


୧୨ ଅପ୍ପମାଦବଗ୍ଗୋ 


ଅପ୍ପମାଦରତୋ ଭିକ୍ଖୁୁ ପମାଦେ ଭୟଦସ୍ସିବା ।
ଅଭବ୍ବୋ ପରିହାନାୟ ନିବ୍ବାନସ୍ସେ'ବ ସନ୍ତିକେ ।୧୨।

ଯେଉଁ ଭିକ୍ଷୁ ଅପ୍ରମାଦେ ହୋଇଛନ୍ତି ବ୍ରତୀ ।
ପରମାଦରେ ଅଟନ୍ତି ଯିଏ ଭୟଦର୍ଶୀ ।। 

ଘଟିବାର କେବେନାହିଁ ତାଙ୍କର ବିଚ୍ୟୁତି 
ନିର୍ବାଣର ଅନ୍ତିକରେ ନିଶ୍ଚେ ତାଙ୍କ ସ୍ଥିତି ।୧୨।

No comments:

Post a Comment