Monday, August 08, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ତୃତୀୟ ବଲ୍ଲୀ : ଶ୍ଲୋକ ୬



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ସେହି ଜ୍ଞାନବନ୍ତ ଯା'ର ସୁସଙ୍ଗତ ମତି
ବୁଝଇ ସେହି ତା ହିତ ସୁଗତି ଦୁର୍ଗତି ।

ଇନ୍ଦ୍ରିୟ ସକଳ ତାର ସଦା ନିଜ ବଶ 
ପ୍ରବୀଣ ସାରଥି ବଶେ ଯଥା ଶିଷ୍ଟ ଅଶ୍ୱ । (ନ.ଉ. ୧।୩।୧୮-୧୯)

No comments:

Post a Comment