Thursday, August 11, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ତୃତୀୟ ବଲ୍ଲୀ : ଶ୍ଲୋକ ୯



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ସୁବିବେକ ବୁଦ୍ଧି ଯା'ର ସାରଥି ନିରତ 
ମାନସ ପ୍ରଗ୍ରହ ଯା'ର ଆପଣା ଆୟତ୍ତ,

ସେହି ଏକା ଭବ-ପଥ ସୀମା ପାରେ ଯାଏ 
ପରମାତ୍ମା ବିଷ୍ଣୁପଦ ସେହି ଏକା ପାଏ । (ନ.ଉ. ୧।୩।୧୯)

No comments:

Post a Comment