Wednesday, August 10, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 



ତୃତୀୟ ବଲ୍ଲୀ : ଶ୍ଲୋକ ୮



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଜ୍ଞାନବନ୍ତ ଶୁଚିମନ୍ତ ସଞ୍ଜତ ମାନସ
ଅନ୍ତରୁ ତୁଟିଛି ଯାର ଅଜ୍ଞାନ-କଳ୍ମଷ ।

ଯେ ପରମପଦ ଏକା ପାଏ ସେହି ରଥୀ
ନାହିଁ ଯହୁଁ ଜନ୍ମାନ୍ତର ଅବା ପ୍ରତ୍ୟାଗତି । (ନ.ଉ. ୧।୩।୧୯)

No comments:

Post a Comment