Living in Bhubaneswar
Friday, April 01, 2016
ମା ମା ବୋଲି କେତେ ମୁଁ ଡାକିଲି
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍
ବ୍ଲଗ୍ ର ପାଠକ ମାନଙ୍କୁ ଓଡ଼ିଶା ଦିବସର ଶୁଭେଚ୍ଛା । ଏହି ଅବସରରେ ଆମେ ଆପଣଙ୍କ ପାଇଁ ଆଣିଛୁ ଜନନାୟକ
ମଧୁସୂଦନ ଦାସଙ୍କର ଲୋକପ୍ରିୟ ଗୀତ 'ମା ମା ବୋଲି କେତେ ମୁଁ ଡାକିଲି' ର ଭିଡ଼ିଓ ରୂପାନ୍ତର, ଯାହାର ନିର୍ଦ୍ଦେଶନା ଦେଇଛନ୍ତି ଭରଦ୍ୱାଜ ପଣ୍ଡା (ଜୁଲୁ)।
ଜୟ ଓଡ଼ିଶା ।
ଭିଡ଼ିଓର ୟୁଟ୍ୟୁବ୍ ଲିଙ୍କ୍
- https://www.youtube.com/watch?v=kuwkZQD2YqI
କବି
- ମଧୁସୂଦନ ଦାସ
ନିର୍ଦ୍ଦେଶକ -
ଭରଦ୍ୱାଜ ପଣ୍ଡା (ଜୁଲୁ)
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment