ତିନୋଟି ସମ୍ବଲପୁରୀ ଲୋକଗୀତ
![]() |
କଳାହାଣ୍ଡିର ରାଜପ୍ରସାଦ ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ହୁମୋ ଗୀତ
କରାଟେ ଧଇଲି ମେଥି
ମରିଗଲେ ତୋର ହାଡ୍ ଆନିମି
ଗଙ୍ଗା ଉଡ଼ିଶାକୁ ନେମି
ଗଙ୍ଗା ଉଡ଼ିଶାର ଫୁଲ୍ ଆନିମି
ପ୍ରଭୁଙ୍କୁ ବୁଝାଉ ଥିମି ।
ପ୍ରଭୁ ବସିଛନ୍ତି ଖଟ ପିଣ୍ଡାରେ
ଖଟଲିଆ ଗଡୁ ଧରିରେ ।
ଚାଲ ଗୋ ନନୀ
ଚାଲଗୋ ନନୀ ପଲାଇ ଯିମା ବାମଡ଼ା ଭିତର
ଭାତ ବୋଇଲେ ଭାତ ଦେବି ପଟୁକା ଧାନର
ତିଉନ ବୋଇଲେ ତିଉନ ଦେବି ଯୋଡା ସମ୍ବର
ଝମ ହେଲେ ଶୁଆଇ ଦେବି କୋଲର ଭିତରେ
ମିତ, ମାର ଜଡ଼ିରେ ।
ହାମାର ସୁରେନ୍ଦ୍ର ସାଏ
ଆଏଲାରେ ଆଏଲାରେ
ହାମାର ସୁରେନ୍ଦ୍ର ସାଏ
କୁଦୋ ପାଲିର ମଝା ଝୁଲି
ଡ଼ୁଙ୍ଗରି ଉପରେ ଘୋଡ଼ା ନରଦଉ ଥାଏ ।
ଇଟା ସେ ସୁନ୍ଦରସାଏର ମାଟି
ତଲୁ ଡ଼େଗାଇ ଛବିଲ ସାଏ ଚଢ଼ୁଥିଲା ହାତୀ
କୁଦେପାଲି ଗୁଲି ବାଜିଯାଇ ଫାଟିଗଲା ଛାତି ।
No comments:
Post a Comment