ଓଡ଼ିଆ ସିନେମା ଗୀତ - 'ଦହନ ଦିପାଳୀ ଜଳିଯାଏ'
ଗୀତର ୟୁଟ୍ୟୁବ ଲିଙ୍କ୍ - https://www.youtube.com/watch?v=PeR1DI2mh1E
![]() |
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ପ୍ରଯୋଜନା - ରୂପାଞ୍ଜଳି
ଜଳିଯାଏ ଜଳିଯାଏ
ଦହନ ଦିପାଳୀ ଜଳିଯାଏ
ସାହାହୀନ ଏ ମରମ
ବଞ୍ଚି ମରେ ହାୟରେ
ଆଖିର ବରଷା ଝରିଯାଏ
ଜୀବନର ଜଉଘରେ
ଯାତନା ସୀମାହୀନ
ସପନ ସବୁଜ ବନ
ହେଲାଣି ଶିରୀହୀନ
ଯାଏ ଆଶା ଆସେ ଆଶା
ମରମ ଜଳାଏରେ
ଆଖିର ବରଷା ଝରିଯାଏ
ବିଳାପର ବ୍ୟଥା ବହି
ବିତେରେ ବହୁଦିନ
ଜାଗେରେ ଅତୀତ ମନେ
ଆଣେ ଆଶା ଗୁଞ୍ଜନ
ଦିନ ଯାଏ ରାତି ଆସେ
ରାତି ପାହିଯାଏରେ
ଦହନ ଦିପାଳୀ ଜଳିଯାଏ
ଜଳିଯାଏ ଜଳିଯାଏ ଜଳିଯାଏ
ଜଳିଯାଏ ଜଳିଯାଏ
ଦହନ ଦିପାଳୀ ଜଳିଯାଏ
ସାହାହୀନ ଏ ମରମ
ବଞ୍ଚି ମରେ ହାୟରେ
ଆଖିର ବରଷା ଝରିଯାଏ
ଜୀବନର ଜଉଘରେ
ଯାତନା ସୀମାହୀନ
ସପନ ସବୁଜ ବନ
ହେଲାଣି ଶିରୀହୀନ
ଯାଏ ଆଶା ଆସେ ଆଶା
ମରମ ଜଳାଏରେ
ଆଖିର ବରଷା ଝରିଯାଏ
ବିଳାପର ବ୍ୟଥା ବହି
ବିତେରେ ବହୁଦିନ
ଜାଗେରେ ଅତୀତ ମନେ
ଆଣେ ଆଶା ଗୁଞ୍ଜନ
ଦିନ ଯାଏ ରାତି ଆସେ
ରାତି ପାହିଯାଏରେ
ଦହନ ଦିପାଳୀ ଜଳିଯାଏ
ଜଳିଯାଏ ଜଳିଯାଏ ଜଳିଯାଏ
No comments:
Post a Comment