ପାଲି ଧମ୍ମପଦ (୫୫) ର ଓଡ଼ିଆ ପଦ୍ୟାନୁବାଦ
୧୨ ପୁପ୍ଫବଗ୍ଗୋ (ପୁଷ୍ପ ବର୍ଗ)
![]() |
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଚନ୍ଦନ, ଟଗର, ଯୁଇ ଆଦି ଯେ କୁସୁମ
ଶୀଳର ବାସ ଅଟଇ ତା ଠାରୁ ଉତ୍ତମ ।୧୨।
ଚନ୍ଦନଂ ତଗରଂ ବାପି ଉପ୍ପଳଂ ଅଥ ବସ୍ସିକୀ ।
ଏତେସଂ ଗନ୍ଧଜାତାନଂ ସାଳଗନ୍ଧୋ ଅନୁତ୍ତରୋ ।୧୨।
ଚନ୍ଦନଂ ତଗରଂ ବାପି ଉତ୍ପଳଂ ଅଥ ବାର୍ଷିକୀ ।
ଏତେଷାଂ ଗନ୍ଧଜାତାନାଂ ଶୀଳଗନ୍ଧଃ ଅନୁତ୍ତରଃ।୧୨।
No comments:
Post a Comment