ପାଲି ଧମ୍ମପଦ (୫୭) ର ଓଡ଼ିଆ ପଦ୍ୟାନୁବାଦ
୧୪ ପୁପ୍ଫବଗ୍ଗୋ (ପୁଷ୍ପ ବର୍ଗ)
![]() |
ଜଣେ ଭାରତୀୟ ବୌଦ୍ଧ ଅର୍ହତଙ୍କର ଚିତ୍ର ଚିତ୍ରକର - ସିବା କୋକାନ୍ (୧୭୪୭-୧୮୧୮) |
ସେହିପରି ଯେଉଁ ବ୍ୟକ୍ତି ଶୀଳଯୁକ୍ତ ହୋଇ
ପରମାଦ ଶୂନ୍ୟ ହୋଇ ବିହାର କରଇ ।
ପରମାଦ ଶୂନ୍ୟ ହୋଇ ବିହାର କରଇ ।
ସମ୍ୟକଜ୍ଞାନକୁ ପ୍ରାପ୍ତ ବିମୁକ୍ତ ସେ ଜନେ
ନ ଲଭଇ ମାର ଜାଣ ହେଳେ କଦାଚନେ ।।
ତେସଂ ସମ୍ପନ୍ନସୀଳାନଂ ଅପ୍ପମାଦବିହାରିନଂ
ସମ୍ମଦଞ୍ଞାବିମୁତ୍ତାନଂ ମାରୋ ମଗ୍ଗଂ ନ ବିନ୍ଦତି ।।
ତେଷାଂ ସମ୍ପନ୍ନଶୀଳାନାମ୍ ଅପ୍ରମାଦବିହାରିଣାମ୍
ସମ୍ୟଗାଜ୍ଞାବିମୁକ୍ତାନାଂ ମାରୋ ମାର୍ଗ୍ଗଂ ନ ବିନ୍ଦତି ।।
No comments:
Post a Comment