ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ
ଚତୁର୍ଥ ଅଧ୍ୟାୟ : ଶ୍ଲୋକ ୪୧
ଅନୁବାଦକ - ଫକୀର ମୋହନ ସେନାପତି
![]() |
କୁରୁକ୍ଷେତ୍ରରେ ସାରଥି କୃଷ୍ଣଙ୍କ ସହ ରଥାରୁଢ଼ ଧନଞ୍ଜୟ ୧୮୨୦ ମସିହାର ଚିତ୍ର, ଫିଲାଡେଲଫିଆ କଳା ସଙ୍ଗ୍ରହାଳୟ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଯୋଗ ଦ୍ୱାରା କରି କର୍ମ ଇଶ୍ୱରେ ଅର୍ପଣ । ଜ୍ଞାନ ଦ୍ୱାରା କରେ ଯେବା ସଂଶୟ ଛେଦନ ।।
ସେହି ଅପ୍ରମତ୍ତ ଲୋକେ କର୍ମ କଦାଚିତ । ବଦ୍ଧ କରି ପାରେ ନାହିଁ ଆହେ ବୀର ପାର୍ଥ ।୪୧।
ୟୋଗସଂନ୍ୟସ୍ତକର୍ମାଣଂ ଜ୍ଞାନସଂଛିନ୍ନ ସଂଶୟମ୍ ।
ଆତ୍ମବନ୍ତଂ ନ କର୍ମାଣିି ନିବଧ୍ନନ୍ତି ଧନଞ୍ଜୟ ।୪୧।
No comments:
Post a Comment