Friday, May 12, 2017

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ତୃତୀୟା ବଲ୍ଲୀ : ମନ୍ତ୍ର ୧୦


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଏକା ବାୟୁ ରହିଛି ଯେ ସାରା ବିଶ୍ୱ ଭରି
ବସ୍ତୁଭେଦେ ଭିନ୍ନ ରୂପେ ପ୍ରକାଶେ ଯେପରି ।

ସେହିପରି ଆତ୍ମା ଏକ ସର୍ବ ଭୂତାନ୍ତରେ 
ଶରୀର ବିତ୍ତେ ଯେ ଦିଶେ ବିଭିନ୍ନ ରୂପରେ ।

ଆତ୍ମାକୁ ପରଶେ ନାହିଁ ଦେହ ରୂପ ଗୁଣ 
ଆକାଶ ପରାଏ ଆତ୍ମା ଉନ୍ମୁକ୍ତ ଅକ୍ଷୁର୍ଣ୍ଣ । (ନ.ଉ. ୨।୨।୩୨)

No comments:

Post a Comment