ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ
ଚତୁର୍ଥ ଅଧ୍ୟାୟ : ଶ୍ଲୋକ ୪୦
ଅନୁବାଦକ - ଫକୀର ମୋହନ ସେନାପତି
![]() |
କଳ୍ପସୂତ୍ର ପୋଥିରେ ମହାବୀରଙ୍କର ନିର୍ବାଣର ଦୃଶ୍ୟ ଗୁଜୁରାତର ପାଟଣ ରୁ ଆହୃତ, ୧୪୭୨ ମସିହା ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଜ୍ଞାନ ଶ୍ରଦ୍ଧା ବିରହିତ ସଂଶୟୀ ଯେ ଲୋକ । ଇହ ପର ଦୁଇ ଲୋକେ ନାହିଁ ତାର ସୁଖ ।୪୦।
ଅଜ୍ଞଶ୍ଚାଶ୍ରଦ୍ଦଧାନଶ୍ଚ ସଂଶୟାତ୍ମା ବିନଶ୍ୟତି ।
ନାୟଂ ଲୋକୋଽସ୍ତି ନ ପରୋ ନ ସୁଖଂ ସଂଶୟାତ୍ମନଃ ।୪୦।
No comments:
Post a Comment