Sunday, May 21, 2017

ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ 


ଚତୁର୍ଥ ଅଧ୍ୟାୟ : ଶ୍ଲୋକ ୩୯


ନେପାଳର ରାଜଧାନୀ କାଠମାଣ୍ଡୁଠାରେ ସ୍ଥିତ ପଶୁପତିନାଥ ମନ୍ଦିରରେ ଦୁଇ ଜଣ ସାଧୁ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ଅନୁବାଦକ - ଫକୀର ମୋହନ ସେନାପତି


ଗୁରୁ ଉପଦେଶେ ଶ୍ରଦ୍ଧାଶୀଳ ଯେଉଁ ଜନ । ଜିତେନ୍ଦ୍ରିୟ ପୁଣି ଗୁରୁ ସେବା ପରାୟଣ ।।
ସେହି ଲୋକ ନିଶ୍ଚେ ମୁକ୍ତିପଦ ଲାଭ କରେ । ଅତଏବ ଯତ୍ନକର ଗୁରୁଙ୍କ ସେବାରେ ।୩୯।

ଶ୍ରଦ୍ଧାବାନ୍ ଲଭତେ ଜ୍ଞାନଂ ତତପରଃ ସଞ୍ଜତେନ୍ଦ୍ରିୟଃ  ।
ଜ୍ଞାନଂ ଲବ୍ଧ୍ୱା ପରାଂ ଶାନ୍ତିମଚିରେଣାଧିଗଚ୍ଛତି ।୩୯। 

No comments:

Post a Comment