Saturday, May 27, 2017

 ପାଲି ଧମ୍ମପଦ (୫୬) ର ଓଡ଼ିଆ  ପଦ୍ୟାନୁବାଦ


୧୩ ପୁପ୍ଫବଗ୍ଗୋ (ପୁଷ୍ପ ବର୍ଗ)



ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନସ୍ସ

 ଯେଉଁ ଗନ୍ଧ ତଗର ଓ ଚନ୍ଦନ ଆଦିର ।
ଅଳପ ଅଟଇ ବାସ ମାତ୍ରାରେ ତାଙ୍କର ।। 

 ଗନ୍ଧ ଯେ ଉତ୍ତମ ଶୀଳବାନ ଜନଙ୍କର ।  
ଦେବତାମାନଙ୍କ ମଧ୍ୟେ ହୁଅଇ ପ୍ରସାର ।୧୩।

ଅପ୍ପମତ୍ତୋ ଅୟଂ ଗନ୍ଧୋ ଯା'ୟଂ ତଗରଚନ୍ଦନୀ ।
ଯୋ ଚ ସୀଳବତଂ ଗନ୍ଧୋ ଯାତି ଦେବସୁ ଉତ୍ତମୋ ।୧୩।

ଅଳ୍ପମାତ୍ରଃ ଅୟଂ ଗନ୍ଧୋ ଯୋଽୟଂ ତଗରଚନ୍ଦନୀ ।
ୟଶ୍ଚ ଶୀଳବତାଂ ଗନ୍ଧୋ ୟୋଽତି ଦେବେଷୁ ଉତ୍ତମଃ ।୧୩।

No comments:

Post a Comment