Saturday, May 06, 2017

ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ 


ଚତୁର୍ଥ ଅଧ୍ୟାୟ : ଶ୍ଲୋକ ୩୮


ଅନୁବାଦକ - ଫକୀର ମୋହନ ସେନାପତି


ଅରୋରା ଅଷ୍ଟ୍ରାଲିସ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଇହକାଳରେ ନାହିଁ ଜାଣ । ପବିତ୍ର ଜ୍ଞାନର ସମାନ ।।
ମୁମୁକ୍ଷୁ ଲୋକ କର୍ମ କରି । ଜ୍ଞାନ ଲଭିଣ ଯାନ୍ତି ତରି ।୩୮।

ନ ହି ଜ୍ଞାନେନ ସଦୃଶଂ ପବିତ୍ରମିହ ବିଦ୍ୟତେ ।
ତତ୍ ସ୍ୱୟଂ ୟୋଗସଂସିଦ୍ଧଃ କାଳେନାତ୍ମନି ବିନ୍ଦତି ।୩୮।

No comments:

Post a Comment