Wednesday, May 17, 2017

ଓଡ଼ିଆ ସିନେମା ଗୀତ - 'ଆଜି ମୁଁ ଶ୍ରାବଣୀ'


ଗୀତର ୟୁଟ୍ୟୁବ ଲିଙ୍କ୍ - https://www.youtube.com/watch?v=rxbF4HvrGzY


ଲତା ମଙ୍ଗେସକରଙ୍କର ପିଲାବେଳର ଫଟୋ (୧୯୩୦ ଦଶକ)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

କଣ୍ଠ - ଲତା ମଙ୍ଗେସକର

ଆଜି ମୁଁ ଶ୍ରାବଣୀ
ଲୁହର ହରିଣୀ
ଯେଉଁ ରଜନୀ 
କେବେ ପାହିନି
ଆଜି ମୁଁ ସେଇ ରଜନୀ
ଆଜି ମୁଁ ସେଇ ରଜନୀ
ଆଜି ମୁଁ ଶ୍ରାବଣୀ

ଏତେ ମେଘ 
ମୋ ଆକାଶେ
ଚନ୍ଦ୍ର କିମ୍ପାଇଁ
ମିଛେ ଆସେ ଉଇଁ 
ଏତେ ମେଘ 
ମୋ ଆକାଶେ

ଚନ୍ଦ୍ର କିମ୍ପାଇଁ
ମୋ ତିମିରେ ଖୋଜି
ତାର ହଜିଥିବା କଇଁ
ମୁଁ ଯେ ନିଶି ପଦ୍ମିନୀ
ଲୁହ ବାରୁଣୀ
ଯେଉଁ ରଜନୀ
କେବେ ପାହିନି
ଆଜି ମୁଁ ସେଇ ରଜନୀ
ଆଜି ମୁଁ ଶ୍ରାବଣୀ

ଝୁରେ ଆଜି ସୂର୍ଯ୍ୟକୁ 
ମୋ ଆକାଶ ଖାଲି
ଲୁହ ଢାଳି ଢାଳି
ଝୁରେ ଆଜି ସୂର୍ଯ୍ୟକୁ 
ମୋ ଆକାଶ ଖାଲି

No comments:

Post a Comment