Tuesday, October 04, 2016

ଚଉଷଠୀ ଯୋଗିନୀ ଦେଉଳ : ଏକ ଫଟୋ ଏସେ


ଓମପ୍ରକାଶ ରାଉତରାୟ


ଭୁବନେଶ୍ୱର ଉପକଣ୍ଠରେ ଥିବା ହୀରାପୁର ଗାଁରେ ଅଛି ଚଉଷଠି ଯୋଗିନୀ ମନ୍ଦିର । ଓଡ଼ିଆ ସ୍ଥାପତ୍ୟର ଏହା ଏକ ଗୁରୁତ୍ତ୍ୱପୂର୍ଣ୍ଣ ନମୁନା । ଏହି ଦେଉଳଟି ନବମ ଶତାବ୍ଦୀରେ ରାଣୀ ହୀରାଦେବୀଙ୍କ ଦ୍ୱାରା ତିଆରି କରାଯାଇଥିବାର ବିଶ୍ୱାସ କରାଯାଏ । ଏହି ଦେଉଳଟିର ଆକାର ଗୋଲାକାର । ଉପରେ ଛାତ ନାହିଁ । ଦେଉଳରେ ଗୋଲାକାର ଅଂଶରେ ଭିତରେ ଖୋପମାନଙ୍କରେ କଳା ମୁଗୁନି ପଥରରେ ତିଆରି ଛପନଟି ଯୋଗିନୀମାନଙ୍କର ମୂରତି ଏବେ ଦେଖିବାକୁ ମିଳେ । ଦେଉଳରେ ଗୋଟିଏ ଚଣ୍ଡି ମଣ୍ଡମ ମଧ୍ୟ ଅଛି ଯାହାର ଚାରି ପଟେ ଆଠୋଟି ଚଣ୍ଡିଙ୍କର ପ୍ରତିମା ଅଛି । 









No comments:

Post a Comment