Monday, October 24, 2016

ଯାଜପୁର ଅଞ୍ଚଳର ପିଲାଙ୍କୁ ଶୁଆଇବା ଗୀତ


କେନ୍ଦୁ ଗଛର ଛାଲି 

ଆଇଲୋ କୋଇଲି ବଣକୁ ଯିବା
ପାକାଲା ପାକଲା କେନ୍ଦୁ ଖାଇବା 
କଞ୍ଚା କଞ୍ଚା କେନ୍ଦୁ ଫୋପାଡ଼ି ଦେବା
ପଣସ ପତର ଘର ଛାଇବା
ଆମ୍ବ ପତର ପାରି ଶୋଇବା ।

No comments:

Post a Comment