Friday, October 07, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ମନ୍ତ୍ର ୬



ରାଜା ରବି ବର୍ମା କୃତ ଶଙ୍କରାଚାର୍ଯ୍ୟଙ୍କର ଚିତ୍ର 

ଗୁହ୍ୟ ସନାତନ ବ୍ରହ୍ମତତ୍ତ୍ୱ ଗଉତମ
କହେ ଏବେ ଶୁଣ ଯେଣେ ଯିବ ମନୁ ଭ୍ରମ ।

ଲଭିଲେ ଯେ ଜ୍ଞାନ ମିଳେ ଚିର ମୋକ୍ଷପଦ
ପାର ହୁଏ ଜୀବ ଜନ୍ମ ମରଣ-ବିପଦ ।

ବ୍ରହ୍ମଜ୍ଞାନ ବିନା ଦେହୀ ମରି ପୁଣ ପୁଣ
ଭଜେ ଯେ ଦୁର୍ଗତି କହେଁ ନଚିକେତ ଶୁଣ । (ନ.ଉ. ୨।୨।୩୧)

No comments:

Post a Comment