Thursday, October 13, 2016

ସମ୍ବଲପୁରର ଲୋକଗୀତ - ହାମାର ସୁରେନ୍ଦ୍ର ସାଏ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 

ଆଏଲାରେ ଆଏଲାରେ 
ହାମାର ସୁରେନ୍ଦ୍ର ସାଏ
କୁଦୋ ପାଲିର ମଝା ଝୁଲି
ଡ଼ୁଙ୍ଗରି ଉପରେ ଘୋଡ଼ା ନରଦଉ ଥାଏ ।

ଇଟା ସେ ସୁନ୍ଦରସାଏର ମାଟି 
ତଲୁ ଡ଼େଗାଇ ଛବିଲ ସାଏ ଚଢୁଥିଲା ହାତୀ
କୁଦେପାଲି ଗୁଲି ବାଜିଯାଇ ଫାଟିଗଲା ଛାତି ।

No comments:

Post a Comment